ବଲାଙ୍ଗୀରରେ ବଗି ଛାଡ଼ି ପଳାଇଲା ଇଞ୍ଜିନ୍
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖଜୁରପଡ଼ା ଫାଟକରେ କୋଇଲା ବୋଝେଇ ୮ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ସୂଚନା ଅନୁଯାୟୀ, ୮ଟି ବଗି ଛାଡ଼ି ପ୍ରାୟ ୧ କିଲୋମିଟର ଆଗକୁ ପଳାଇଥିଲା ମାଲବାହୀ ଟ୍ରେନ୍। ସମ୍ବଲପୁର ରୁ ଟିଟିଲାଗଡ଼ ଯିବା ବେଳେ ଘଟିଥିଲା ଏହି ଘଟଣା।