ବିଦ୍ୟୁତ ଖୁଣ୍ଟରେ ଚଢ଼ିଲା ବେଳେ ଯୁବକ ମୃତ
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଲା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସଂନ୍ତୋଷ ବେହେରା। ଖୁଣ୍ଟରେ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଘଟିଛି ଅଘଟଣ।