ଆଜି ଚାଷୀଙ୍କୁ ମିକିବ କାଳିଆ ଟଙ୍କା

Sep 20, 2023 - 10:12
 9
ଆଜି ଚାଷୀଙ୍କୁ ମିକିବ କାଳିଆ ଟଙ୍କା

ଭୁବନେଶ୍ୱର: ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ କାଳିଆ ସହାୟତା ପ୍ରଦାନ କରାଯିବ। ଦିବିଟି ମୋଡ୍ ରେ ଚାଷୀଙ୍କୁ ଦିଆଯିବ ୯୦୦ କୋଟି ଟଙ୍କା। ସୂଚନା ଅନଯାୟୀ, ୯୯ ଲକ୍ଷରୁ ଅଧିକ ଚାଷୀ ପାଇବେ ସହାୟତା। ଉପକୃତ ହେବେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ।