ବୋଲେରୋ ଭିତରୁ ମୃତଦେହ ଉଦ୍ଧାର
ନାରାୟଣପାଟଣା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଗେଷ୍ଟ ହାଉସ ସାମ୍ନାରେ ଥିବା ବୋଲେରୋ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି। ବୋଲେରୋ ଭିତରୁ ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀପୁର ପୋଲିସ।