ଟ୍ରକ୍ ଧକ୍କାରେ ଦୁଇ ଯୁବକ ମୃତ

May 21, 2024 - 20:31
 12

କଟକ: କଟକ ବାଲିକୁଦା ନିକଟ ଜାତୀୟ ରାଜପଥ ୧୬ ରେ ଟ୍ରକ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁଇ ଯୁବକଙ୍କ ପରିଚୟ ମିଳିନାହିଁ। ଟ୍ରକ ସହ ଚାଳକ ସଦର ଥାନାରେ ଅଟକ ଥିବା ସୂଚନା।