କାର୍ ରୁ ଗଞ୍ଜେଇ ସହ ୧୨ ଲକ୍ଷ ଟଙ୍କା ଜବତ

Nov 5, 2023 - 15:57
 4

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୪୯ ର ଝାରପୋଖରିଆ ଥାନା ପୁରୁଣାପାଣି ନିକଟରେ ଏକ କାର୍ ରୁ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ପଶ୍ଚିମବଙ୍ଗରୁ ଆସୁଥିବା ବେଳେ କାର୍ ସହ ଦୁଇ ଜଣଙ୍କୁ ଧରିଲା ପୋଲିସ୍ ।