ଗଞ୍ଜାମରେ ପୋଲିସ୍ ଗାଡ଼ିକୁ ବୋମାମାଡ଼

Mar 2, 2024 - 18:34
 8

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ନୂଆଁ ଫାସୂଳା ଗାଁରେ ଏକ ପୋଲିସ୍ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଥିବା ସୂଚନା। ଘଟଣାସ୍ଥଳରୁ ୫ଟି ଜୀବନ୍ତ ବୋମା ଉଦ୍ଧାର କରାଯାଇଛି।