କର୍ଣାଟକରେ ଫେରିଲା ମାସ୍କ; ଆସନ୍ତାକାଲି କେନ୍ଦ୍ର ସରକାରଙ୍କ କୋଭିଡ ସମୀକ୍ଷା

Dec 19, 2023 - 16:00
 43

ଭୁବନେଶ୍ୱର: କେରଳରେ କରୋନାର ନୂଆ JN.1 ଭାରିଆଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକରେ ଫେରିଲା ମାସ୍କ ନିୟମ। ସୂଚନା ଅନୁଯାୟୀ, ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ମାସ୍କ୍ ବାଧ୍ୟତାମୂକ କରାଯାଇଛି। ହୃଦରୋଗୀ ଓ କିଡନୀ ରୋଗୀଙ୍କୁ ମଧ୍ୟ ମାକ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଭରିଆଣ୍ଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୨୦ ତାରିଖରେ ଏକ କୋଭିଡ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଗତକାଲି ସାରା ଭାରତରେ ୩୩୫ ଟି କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।