ପଥର ତଳେ ଚାପି ହୋଇ ଶ୍ରମିକ ମୃତ

Mar 31, 2024 - 00:30
 9

ବୌଦ୍ଧ: ବୌଦ୍ଧ ଜିଲ୍ଲା କୁଲାରିକୁଦ ମହାନଦୀ ପୀଠରେ ପଥର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଅନୁଗୁଳ ଜିଲ୍ଲା ବେଲାଦୁଲା ଗାଁର ସୁଶାନ୍ତ ଝାଙ୍କର। ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ୧୦ ଜଣ ଶ୍ରମିକ।