ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀ ମୃତ

May 21, 2024 - 20:33
 12

ଯାଜପୁର: ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲା ଅଳପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ଘଟିଛି ଏହି ଅଘଟଣ। ଗାଧୋଇବା ବେଳେ ବୁଡ଼ି ଗଲେ ୧୧ ବର୍ଷର ୨ ଭଉଣୀ।