ସନ୍ଧ୍ୟା ୫ଟା ସୁଦ୍ଧା ଓଡ଼ିଶାରେ ୫୯.୬୦% ମତଦାନ

May 25, 2024 - 23:50
 10

ଭୁବନେଶ୍ୱର: ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ମତଦାନ ହୋଇଛି। ଖୋର୍ଦ୍ଧା-୫୪.୩୫%, କଟକ-୫୩.୧୪%, ଢେଙ୍କାନାଳ-୫୮.୬୯%, କେନ୍ଦୁଝର-୬୨.୫୯%, ପୁରୀ-୬୧.୯୬%, ସମ୍ବଲପୁର-୬୫.୬୧% ମତଦାନ,ଅନୁଗୁଳ-୬୫.୧୯%, ଦେବଗଡ଼-୬୭%, ମୟୂରଭଞ୍ଜ-୬୧.୩୮%, ନୟାଗଡ଼-୬୧.୦୮% ହୋଇଥିବା ଜଣାପଡ଼ିଛି।