ମାଲକାନଗିରି ପୋଲ ଉପରେ ୪ ଫୁଟ୍ ଉଚ୍ଚର ବର୍ଷା ପାଣି

Jul 19, 2024 - 23:06
 88
ମାଲକାନଗିରି ପୋଲ ଉପରେ ୪ ଫୁଟ୍ ଉଚ୍ଚର ବର୍ଷା ପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବୁଡ଼ିଲା ଏମଭି ୯୬ ପୋଲ । ପୋଲ ଉପରେ ୪ ଫୁଟ୍ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବାରୁ ମୋଟୁ ଓ କାଲିମେଳା ମଧ୍ୟରେ ଯୋଗୋଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୋଙ୍ଗାରୁକେଣ୍ଡା ପୋଲ ଉପରେ ମଧ୍ୟ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ବିଜୟୱାଡା ଓ ରାଞ୍ଚି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।