ଦୟା ନଦୀରେ ହେବ ୫ଟି ପାନୀୟ ଜଳ ପ୍ରକଳ୍ପ

Sep 10, 2024 - 21:42
 48

ପୁରୀ: ଦୟା ନଦୀରେ ୫ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ଓଡ଼ିଶା ସରକାର। ପୁରୀ ଜିଲ୍ଲା ଡେଲାଙ୍ଗରେ ହେବ ଏହି ପ୍ରକଳ୍ପ। ଏହା ବ୍ୟତୀତ ଦୟା ନଦୀରେ ଜଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।