ଉତ୍ତର ପ୍ରଦେଶରୁ ଓଡ଼ିଶା ଆସୁଛି ୩୦୦ ଟ୍ରକ୍ ଆଳୁ
ଭୁବନେଶ୍ୱର: ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସୁଛି ୩୦୦ ଟ୍ରକ୍ ଆଳୁ ଗାଡ଼ି। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିବା ଅନୁଯାୟୀ, ଆସୁଥିବା ଆଳୁ ଗାଡ଼ି କାଲି ସକାଳେ ଓଡ଼ିଶାରେ ପହଞ୍ଚିବ। ଆଳୁ ଗାଡ଼ି ପହଞ୍ଚିବା ପରେ ଦର ନିୟନ୍ତ୍ରଣକୁ ଆସିବ।