ଆଜି ୪ ଘଣ୍ଟା ମହାପ୍ରଭୂଙ୍କ ଦର୍ଶନ ବନ୍ଦ

Dec 12, 2024 - 22:48
 139

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥଙ୍କ ଦର୍ଶନ। ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବାପରେ ବନ୍ଦ ରହିବ ଦର୍ଶନ।