ପ୍ରେସ୍କ୍ରିପସନ୍ରୁ ଧରିବାରୁ ମୁକ୍ତି ଦେବ ‘ଆଭା’ କାର୍ଡ
ଭୁବନେଶ୍ୱର: ପ୍ରେସ୍କ୍ରିପସନ୍ରୁ ମୁକ୍ତି ଦେବ ‘ଆଭା’ କାର୍ଡ। ଗୋଟିଏ କାର୍ଡରେ ରହିବ ପୂର୍ବ ରୋଗର ତଥ୍ୟ। ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା QR କୋଡ୍ ସ୍କାନ କଲେ ମିଳିବ ସବୁ ତଥ୍ୟ। ଆଭା ବା ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ପାଇଁ ଅନଲାଇନରେ କରିହେବ ରେଜିଷ୍ଟେସନ।