ଆମେରିକାନ ମେରିଟ କାଉନସିଲ ତରଫରୁ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଡ଼. ଶୋଭାଗିନୀ ନନ୍ଦଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

କୋରାପୁଟ : ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାନ ମେରିଟ କାଉନସିଲ ତରଫରୁ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଡ଼. ଶୋଭାଗିନୀ ନନ୍ଦଙ୍କୁ ଡକ୍ଟରରେଟ ଉପାଧି ପ୍ରଦାନ କରାଯାଇଅଛି l ଏଥି ପୂର୍ବରୁ ମିସ୍ ନନ୍ଦ ସାହିତ୍ୟ କ୍ଷେତ୍ରରେ ଅଦ୍ଭୁତପୂର୍ଣ୍ଣ ସଫଳତା ପାଇଁ ମଧ୍ୟ ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି l ମିସ୍ ନନ୍ଦଙ୍କ ସମ୍ମାନଜନକ ଡକ୍ଟରେଟ ଉପାଧି ନିମନ୍ତେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଅଛି l