ଆଜି ସାରା ବିଶ୍ୱରେ ପାଳନ ହେବ 'ଆର୍ଥ ଅୱାର'

Mar 22, 2025 - 23:07
 3
ଆଜି ସାରା ବିଶ୍ୱରେ ପାଳନ ହେବ 'ଆର୍ଥ ଅୱାର'

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ ହେବ 'ଆର୍ଥ ଅୱାର' । ମାର୍ଚ୍ଚ ୨୨ ରେ ପାଳନ ହୁଏ 'ଆର୍ଥ ଅୱାର'। ଏକ ଘଣ୍ଟା ପାଇଁ ଅନ୍ଧାର ରହିବ ସାରା ବିଶ୍ବ। ରାତି ୮:୩୦ ରୁ ୯:୩୦ 'ଆର୍ଥ ଅୱାର' ପାଳନ ହେବ। ଏହି ଏକ ଘଣ୍ଟା ଲାଇଟ୍ ବନ୍ଦ କରି ଦିବସ ପାଳନ କରିବେ ୧୯୦ ଟି ଦେଶର ଲୋକେ। ୨୦୦୮ ରୁ ପାଳନ ହେଉଛି 'ଆର୍ଥ ଅୱାର' ଦିବସ।