୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Apr 6, 2025 - 20:00
 112

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଡ଼ବଙ୍କାପଡ଼ାରେ ଦୁଇ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି ଆଦର୍ଶ ଥାନା ପୋଲିସ୍। ଗଞ୍ଜେଇ ସହ କାର୍ ଓ ବାଇକ୍ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି।