ଗାଡିଆରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Apr 16, 2025 - 21:13
 40

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକରେ ଗାଡିଆରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଖେଳିବାବେଳେ ଘର ପାଖ ଗାଡ଼ିଆରେ ବୁଡ଼ିଯାଇଥିଲେ। ଖୋଜାଖୋଜି ପରେ ଗାଡ଼ିଆରୁ ମିଳିଲା ମୃତଦେହ। ମୃତକ ୨ ଭଉଣୀଙ୍କ ବୟସ ୬ ବର୍ଷ ସୂଚନା।