ଏବେ ସରକାରୀ କାମ ଓଡ଼ିଆରେ ହେବ: ମୁଖ୍ୟମନ୍ତ୍ରୀ

Dec 11, 2024 - 20:05
 58
ଏବେ ସରକାରୀ କାମ ଓଡ଼ିଆରେ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ସରକାରୀ କାମ ଓଡ଼ିଆରେ ହେବ। ବହୁ ବିଭାଗର କାମ ଓଡ଼ିଆରେ ଆରମ୍ଭ ହୋଇଛି। ଏହା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଉଦବୋଧନ ଦେଇ ମୂଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଆମ ରାଜ୍ୟରେ ଓଡ଼ିଆ ଭାଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରଯାଇଛି। ଆଞ୍ଚଳିକ ଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଇଛି।