ମନ୍‌ କି ବାତ୍ ରେ ସମ୍ବଲପୁରୀ ଶାଢ଼ୀ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

Jul 28, 2024 - 19:18
 4
ମନ୍‌ କି ବାତ୍ ରେ ସମ୍ବଲପୁରୀ ଶାଢ଼ୀ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢ଼ୀ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହସ୍ତକାରିଗରିର ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ସମ୍ବଲପୁରୀ ଶାଢୀ। ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି। ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳିବ।