ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ

Aug 3, 2023 - 17:39
 5

ଭୁବନେଶ୍ୱର : ଆଜି ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ ଦୋକାନ। ମାର୍କେଟ ବିଲ୍ଡିଂର କେବଳ ରିଟେଲ୍‌ ଦୋକାନ ଗୁଡ଼ିକ ଖୋଲାଯାଇଛି । ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ଶୋ’ ରୁମ୍‌ ଗୁଡ଼ିକ ବନ୍ଦ ରହିଛି। ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍‌ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ ।