ନୂଆପଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଗୋଲାବନ୍ଧରେ ଜଙ୍ଗଲ ବିଭାଗର ଏକ ବିଟ୍ ହାଉସ୍ ଉଡ଼ାଇଲେ ମାଓବାଦୀ। ଏକ ଜେସିବି ମଧ୍ୟ ଜାଲିଦେଲେ ୫୦ ରୁ ଅଧିକ ମାଓବାଦୀ। ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ପୋଷ୍ଟର ଲଗାଇଛନ୍ତି ମାଓବାଦୀ।