ବାଇକ୍ କୁ ଧକ୍କା ଦେଲା ଟ୍ରକ୍, ୨ ମୃତ

Sep 22, 2023 - 10:40
 97
ବାଇକ୍ କୁ ଧକ୍କା ଦେଲା ଟ୍ରକ୍, ୨ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ବାଇକ୍ କୁ ଧକ୍କା ଦେଇଛି ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବହୁ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।