ମାଂସ ବୋଝେଇ ଟ୍ରକ୍ ଜାଲିଦେଲେ ଉତ୍ୟକ୍ତ ଲୋକେ
କଟକ: କଟକ ଜିଲ୍ଲା ବାଙ୍କୀ କଳାପଥର ଅଞ୍ଚଳରେ ଏକ ମାଂସ ବୋଝେଇ ଟ୍ରକ୍ ଜାଲିଦେଲେ ଉତ୍ୟକ୍ତ ଲୋକେ। ଟ୍ରକ୍ ଟି ତିଗିରିଆ ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଘଟଣା। ଟ୍ରକ୍ ଓ ଚାଳକ ଥାନାରେ ଅଟକ ଥିବା ଜଣାପଡ଼ିଛି।