ସୂର୍ଯ୍ୟ ପାତ୍ରଙ୍କୁ ଗାର୍ଡ ଏଫ୍ ଅନର୍

Sep 3, 2023 - 13:13
 5
ସୂର୍ଯ୍ୟ ପାତ୍ରଙ୍କୁ ଗାର୍ଡ ଏଫ୍ ଅନର୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍। ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱରରେ ଥିବା ଶଙ୍ଖ ଭବନରେ ମଧ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଅନ୍ତିମ ଦର୍ଶନ କରିଛନ୍ତି। ନୟାପଲ୍ଲୀ ସ୍ଥିତ ବାସଭବନରେ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଲେ।