ସୋନପୁରରେ ସର୍ବାଧିକ ବର୍ଷା ରେକର୍ଡ

Jul 17, 2023 - 17:09
Aug 24, 2023 - 14:52
 4
ସୋନପୁରରେ ସର୍ବାଧିକ ବର୍ଷା ରେକର୍ଡ

ସମ୍ବଲପୁର : ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପ୍ରବାହ ଜାରି ରହିଛି | ଗତ ୨୪ ଘଣ୍ଟାରେ ସୋନପୁର ଜିଲ୍ଲାର ବିନିକାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁରର ଧନକଉଡ଼ାରେ ୧୫୫ ଓ ଯୁଯୁମରାରେ ୧୩୬ ମିମି ବର୍ଷା ରେକର୍ଡ| ଓଡ଼ିଶାର ୬ଟି ସ୍ଥାନରେ ଅତିପ୍ରବଳ ଓ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି | ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି ପ୍ରବଳ ବର୍ଷା ସମ୍ଭାବନା ରହିଛି।