ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ

Aug 26, 2023 - 08:01
Aug 28, 2023 - 14:04
 134
ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ

ମୋହନା: ଗଜପତି ଜିଲ୍ଲା ବନ୍ଧାଗୁଡ଼ା କ୍ରସର୍ ନିକଟରେ ପଥର ବ୍ଲାଷ୍ଟିଂ ବେଳେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କାଲିଠାରୁ ପଥର ତଳେ ଚାପି ହୋଇ ରହିଥିଲେ ଦୁଇ ଶ୍ରାଇକ। ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗଞ୍ଜାମ ଜିଲ୍ଲାର ନାରାୟଣ ନାହାକ ଓ ବିଷ୍ଣୁ ପ୍ରସାଦ ନାହକ।