ବାଲେଶ୍ୱରରେ ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ରୋଗୀ ମୃତ୍ୟୁକୁ ନେଇ ହାତୀଗୋଡ଼ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି| ଭୁଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି| ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ମେଡିକାଲରେ ପାଟିତୁଣ୍ଡ କରିଛନ୍ତି । ମେଡିକାଲ ଗେଟ୍ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣାରେ ବସିଛନ୍ତି ।