ଲୁଟେରା ଲେଡି କୁଇନ୍ ଗିରଫ
ଭୁବନେଶ୍ୱର: କମିଶନରେଟ୍ ପୋଲିସ ଦ୍ବାରା ଧରା ପଡ଼ିଛନ୍ତି ନିଶା ଦିଆ ଲୁଟେରା ଗ୍ୟାଙ୍ଗର ସଦସ୍ୟ। ମାଷ୍ଟର ମାଇଣ୍ଡ ଲେଡି କୁଇନ୍ ମସ୍କାନ ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଛୁଟିରେ ଆସୁଥବା ଯବାନଙ୍କୁ ଷ୍ଟେସନ୍ ଓ ବସ୍ ଷ୍ଟାଣ୍ଡରେ ନିଜ ସୁନ୍ଦରତାରେ ଆକର୍ଷିତ କରି ଫସାଉଥିଲା ଲେଡି କୁଇନ୍। ଚା ପିଇବା କହି ବାଟିକା ଦେଇ ଲୁଟ୍ କରୁଥିଲେ ଗ୍ୟାଙ୍ଗର ସଦସ୍ୟ ମାନେ।