ଅରୁଣ ଷଡଙ୍ଗୀ ହେଲେ ଓଡ଼ିଶାର ଭାରପ୍ରାପ୍ତ ଡିଜିପି
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡଙ୍ଗୀ ହେଲେ ଓଡ଼ିଶାର ଭାରପ୍ରାପ୍ତ ଡିଜିପି। ସ୍ଥାୟୀ ଡିଜିପି ନିଯୁକ୍ତି ଯାଏଁ ଦାୟିତ୍ୱରେ ରହିବେ ଅରୁଣ। ଆସନ୍ତାକାଲି ସରୁଛି ସୁନିଲ ବଂସଲଙ୍କ କାର୍ଯ୍ୟକାଳ। ରାଜ୍ୟ ପୋଲିସ୍ ଏକାଡେମୀର ସ୍ଵତନ୍ତ୍ର ଡିଜି ଅଛନ୍ତି ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ।