ଫୁଲବାଣୀରେ ମାଓ ସଂଗଠନ ସହ ସଂପୃକ୍ତି ଥିବା ଅଭିଯୋଗରେ ଯୁବକ ଗିରଫ

Aug 5, 2023 - 16:40
 35
ଫୁଲବାଣୀରେ ମାଓ ସଂଗଠନ ସହ ସଂପୃକ୍ତି ଥିବା ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ମାଓ ସଂଗଠନରେ ସଂପୃକ୍ତି ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ମାଓ ସାମଗ୍ରୀ ସହ ଯୁବକଙ୍କୁ ଗିରଫ କଲା ଗୋଚ୍ଛାପଡ଼ା ପୋଲିସ| ମାଓବାଦୀ ପୋଷ୍ଟର, ବ୍ୟାନର, ୪ ଜିଲୋଟିନ୍ ଷ୍ଟିକ୍ ଓ ଗୋଟିଏ ଆଇଇଡି ବୋମା ମଧ୍ୟ ଜବତ କରାଯାଇଛି। ୨୦୨୧ରୁ ମାଓ ସଂଗଠନ ସହ ସଂପୃକ୍ତି ଥିବା ନେଇ ପୋଲିସର ସୂଚନା ଦେଇଛି।