ବିଜେଡିରୁ ଦୁଇ ବିଧାୟକ ବିଦା
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେଲେ ଦୁଇ ଜଣ ବିଧାୟକ। ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଦଳରୁ ବହିଷ୍କାର ହୋଇଥିବା ଘୋଷଣା କଲେ ଦଳ ସଭାପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।